ସୋମବାରଠୁ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଆରମ୍ଭ

ସୋମବାରଠୁ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଆରମ୍ଭ

ସୋମବାରଠାରୁ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ଆରମ୍ଭ ହେବାକୁ ଯାଉଛି। ଯାହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ବରଗଡ ସହର । ଧନୁଯାତ୍ରାକୁ ଆଉ ମାତ୍ର ଦୁଇ ଦିନ ବାକି ଥିବା ବେଳେ ପ୍ରସ୍ତୁତି ଚୂଡାନ୍ତ ପ୍ରର‌୍ୟ୍ୟାୟରେ ପହଂଚିଛି ।କଳାକାର ମାନେ ମଧ୍ୟ ନିଜ କଳା ଅଭିନୟ ମାଧ୍ୟମରେ ଦର୍ଶକକୁ କେମିତି ଅଧିକ ଆକର୍ଷଣ କରିପାରିବେ ସେନେଇ ଅଭ୍ୟାସ ଜାରି ରଖିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *