କୁହୁଡି ଯୋଗୁଁ ଜରୁରୀକାଳୀନ ଅବତରଣ କଲା ବିମାନ

କୁହୁଡି ଯୋଗୁଁ ଜରୁରୀକାଳୀନ ଅବତରଣ କଲା ବିମାନ

ବାଲାଂଦେଶର ରାଜଧାନୀ ଢାକାରେ ଜରୁରୀ ଅବତରଣ କଲା ଭାରତୀୟ ବିମାନ । କୁହୁଡି ଯୋଗୁଁ ବିମାନବନ୍ଦରରେ ବିମାନଟି ଅବତରଣ କରିପାରିଲା ନାହିଁ । ଇଣ୍ଡିଗୋର ଏହି ବିମାନଟି ମୁମ୍ବାଇରୁ ଗୌହାଟ୍ଟି ଯାଉଥିଲା । ତେବେ ଘନ କୁହୁଡ଼ି ଯୋଗୁଁ ଗୌହାଟ୍ଟିରେ ବିମାନଟି ଅବତରଣ କରିପାରି ନଥିଲା । ଫଳରେ ଏହାର ରାସ୍ତା ବଦଳାଇବାକୁ ପଡ଼ିଥିଲା । ଫଳରେ ଏଠାରେ ବନ୍ଦରରେ ଜରୁରୀ ଅବତରଣ କଲା । ବାଧ୍ୟ ହୋଇ ପାଇଲଟ ଏହାକୁ ଢାକା ଅଭିମୁଖେ ନେଇଥିଲେ ଓ ସେଠାରେ ଅବତରଣ କରାଇଥିଲେ ।

author

Related Articles

Leave a Reply

Your email address will not be published. Required fields are marked *