କଂଗ୍ରେସ ଛାଡିଲେ ବରିଷ୍ଠ ନେତା ମିଲିନ୍ଦ ଦେବଡା

କଂଗ୍ରେସ ଛାଡିଲେ ବରିଷ୍ଠ ନେତା ମିଲିନ୍ଦ ଦେବଡା

ଜାତୀୟ କଂଗ୍ରେସକୁ ବଡ ଝଟକା । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟକା । କାରଣ କଂଗ୍ରେସର ବରିଷ୍ଠ ତଥା ଅଭିଜ୍ଞ ନେତା ମିଲିନ୍ଦ ଦେବଡା । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାପଡିଛି । ଚର୍ଚ୍ଚା ହେଉଛି କି ସେ କଂଗ୍ରେସ ଛାଡି ଶିବସେନାରେ ସାମିଲ ହୋଇପାରନ୍ତି । କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରି ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଟ୍ୱିଟରରେ ନିଜର ମନ୍ତବ୍ୟକୁ ପ୍ରକାଶ କରିଛନ୍ତି ଯେ ତାଙ୍କ ରାଜନୈତିକ ଯାତ୍ରାର ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟର ଶେଷ ହୋଇଛି । ପାର୍ଟି ସହ ମୋର ଦୀର୍ଘ 55 ବର୍ଷର ସମ୍ପର୍କ ମଧ୍ୟ ଶେଷ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *