ଦ୍ୱିତୀୟ ଦିନରେ ଭାରତ ଯୋଡ ନ୍ୟାୟ ଯାତ୍ରା

ଦ୍ୱିତୀୟ ଦିନରେ ଭାରତ ଯୋଡ ନ୍ୟାୟ ଯାତ୍ରା

ରବିବାରଠାରୁ ଆରମ୍ଭ ହୋଇଯାଇଛି କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ରବିବାର ମଣିପୁରରୁ ଏହି ଅଭିଯାନ ଆରମ୍ଭ ହୋଇଛି । ଏହାର ଶୁଭାରମ୍ଭ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ଆଜି ମଣିପୁର ଓ ନାଗାଲଣ୍ଡର ବିଭିନ୍ନ ଅଞ୍ଚଳରେ ପଦଯାତ୍ରାରେ ସାମିଲ ହୋଇଛନ୍ତି । ଭାରତର ନାଗରିକଙ୍କୁ ସାମାଜିକ ନ୍ୟାୟ ଦେବା ପାଇଁ ରାହୁଲ ଗାନ୍ଧୀ ଏହି ଯାତ୍ରା ଆରମ୍ଭ କରିଛନ୍ତି । ଏହି ଭାରତ ଯୋଡ ନ୍ୟାୟ ଯାତ୍ରା 15 ରାଜ୍ୟ ଦେଇ ଅତିକ୍ରମ କରିବ ଏବଂ ଏହି ସମୟରେ ରାହୁଲ ଗାନ୍ଧୀ ବରିଷ୍ଠ ନେତାଙ୍କ ସହ ପଦଯାତ୍ରା କରିବା ସହ ବସରେ ଯାତ୍ରା କରିବେ ।

author

Related Articles

Leave a Reply

Your email address will not be published. Required fields are marked *