ଲଣ୍ଡନରେ ପୂଜା ପାଇବେ ଜଗନ୍ନାଥ

ଲଣ୍ଡନରେ ପୂଜା ପାଇବେ ଜଗନ୍ନାଥ

ଲଣ୍ଡନରେ ହେବ ଜଗନ୍ନାଥ ମନ୍ଦିର । ଏଥିପାଇଁ ବ୍ରିଟେନ ସରକାର ଜମି ଅଧିଗ୍ରହଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଯାହାକି କେବଳ ଲଣ୍ଡନରେ ଥିବା ଭାରତୀୟ ନୁହେଁ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସିର ଖବର । ମିଳିଥବା ଜମିରେ ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିର ନିର୍ମାଣ କରାଯିବ । ଖୁବଶୀଘ୍ର ଭୂମି ପୂଜନ କରାଯିବା ନେଇ ଫିନନେଷ୍ଟ ଗ୍ରୁପର ଅଧ୍ୟକ୍ଷ ବିଶ୍ୱନାଥ ପଟ୍ଟନାୟକ ସୂଚନା ଦେଇଛନ୍ତି ।  ଏପ୍ରିଲ ୨୩, ୨୦୨୩ରେ ଶ୍ରୀ ପଟ୍ଟନାୟକ୨୫ ମିଲିୟନ ଅର୍ଥାତ ଭାରତୀୟ ମୁଦ୍ରାରେ ୨୦୦କୋଟିରୁ ଉଦ୍ଧ୍ୱ ଟଙ୍କା ମନ୍ଦିର ପାଇଁ ଦାନ କରିଥିଲେ । ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ଭୂମି ପୂଜନ କରାଯିବା ନେଇ ନିଷ୍ପତି ନିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *