ଦାଦା ବଟି ମାଗିବାରୁ ବନ୍ଧାହେଲେ

ଦାଦା ବଟି ମାଗିବାରୁ ବନ୍ଧାହେଲେ

ଦାଦା ବଟି ମାଗିବାରୁ ଉଠାଇନେଲା ପୋଲିସ । 20 ଲକ୍ଷ ଟଙ୍କା ଦାଦା ବଟି ମାଗିଲା ଗ୍ୟାଙ୍ଗଷ୍ଟାର । ବ୍ୟବସାୟୀଙ୍କୁ ବଟି ମାଗି ଫସିଲା ସେକ ସକିଲ । ସକିଲ ଏବଂ ତାର ସହଯୋଗୀଙ୍କୁ ଉଠାଇ ନେଇଛି ପୋଲିସ । ସେମାନଙ୍କ ନିକଟରୁ ବନ୍ଧୁକ, ଗୁଳି, ଗାଡ଼ି ଓ ଅନ୍ୟ କିଛି ବେଆଇନ ସାମଗ୍ରୀ ଜବତ ହୋଇଛି । ନିକଟରେ ଜାମିନରେ ମୁକୁଳିଥିଲା ଏହି ଗ୍ୟାଙ୍ଗଷ୍ଟର ଜଣକ, ଆଉ ଜେଲରୁ ମୁକୁଳିବା ପରେ ପୁଣି ଦାଦାବଟି ଆଦାୟ କରିବାକୁ ଧମକଚମକ ଦେଉଥିଲା । ଦୁଇ ବ୍ୟବସାୟୀଙ୍କୁ ୨୦ ଲକ୍ଷ ଦାଦାବଟି ମାଗିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ୍ ।

author

Related Articles

Leave a Reply

Your email address will not be published. Required fields are marked *