ପାକିସ୍ତାନ ଇରାନକୁ ନେଇ ମୁହଁ ଖୋଲିଲା ଭାରତ

ପାକିସ୍ତାନ ଇରାନକୁ ନେଇ ମୁହଁ ଖୋଲିଲା ଭାରତ

ପାକିସ୍ଥାନର ଆତଙ୍କୀ ସଙ୍ଗଠନ ଇରାନ ଆକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛି ଭାରତ । ଇରାନର ଏୟାରଷ୍ଟ୍ରାଇକକୁ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ଏଥିରେ କୁହାଯାଇଛି, ଆତ୍ମରକ୍ଷା ପାଇଁ ଇରାନ୍ ଏଭଳି ନିଷ୍ପତି ନେବାକୁ ବାଧ୍ୟ ହୋଇଛି । ବିଦେଶ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ବୟାନରେ କୁହାଯାଇଛି – ଏହି ମାମଲା ଇରାନ୍ ଓ ପାକିସ୍ତାନ ମଧ୍ୟରେ ରହିଛି । ଆତ୍ମରକ୍ଷା ପାଇଁ ଇରାନ୍ ଏଭଳି ପଦକ୍ଷେପ ନେବାକୁ ଏକ ପ୍ରକାର ବାଧ୍ୟ ହୋଇଛି । ପାକିସ୍ତାନ ସୀମାରୁ ଇରାନ୍ ଉପରେ ଆକ୍ରମଣ ହେଉଥିବାରୁ ଏହାର ପ୍ରତିରକ୍ଷାରେ ପାକିସ୍ତାନର ବିଭିନ୍ନ ଆତଙ୍କୀ ସଙ୍ଗଠନ ଉପରେ ଆକ୍ରମଣ କରିଥିବା ସ୍ପଷ୍ଟ କରିଛି ଇରାନ୍ ।

author

Related Articles

Leave a Reply

Your email address will not be published. Required fields are marked *