ଫେବୃୟାରୀ 1ରୁ କଂଗ୍ରେସର ବସ ଯାତ୍ରା

ଫେବୃୟାରୀ 1ରୁ କଂଗ୍ରେସର ବସ ଯାତ୍ରା

ଆରମ୍ଭ ହେବ କଂଗ୍ରେସର ବସ ଯାତ୍ରା । ଆସନ୍ତାକାଲି ପରିବର୍ତ୍ତେ ଫେବୃୟାରୀ 1 ତାରିଖରୁ କଂଗ୍ରେସ ଏହି ବସ ଯାତ୍ରା ଆରମ୍ଭ କରିବ । ଫେବୃଆରୀ ୧ ତାରିଖ ଲିଙ୍ଗରାଜ ମନ୍ଦିର ଠାରୁ ଆରମ୍ଭ ହେବ ଏହି ବସ୍ ଯାତ୍ରା । ଏଥିରେ ରାଜ୍ୟ କଂଗ୍ରେସର ସମସ୍ତ ବରିଷ୍ଠ ନେତାଙ୍କୁ ବସରେ ନେଇ ସାରା ଓଡିଶା ବୁଲିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ନେତା ମାନେ ଦେଶ ସ୍ୱାଧିନ ହେବା ପଛରେ ପ୍ରମୁଖ ଭୂମିକା ତୁଲାଇଥିଲା କଂଗ୍ରେସ ସେ ବାବଦରେ ଲୋକମାନଙ୍କୁ ଜଣାଇବେ । ରାଜ୍ୟର ଉନ୍ନତି ପାଇଁ ଦଳ ଅନେକ କାମ କରିଛି । ଏହା ଦ୍ୱାରା ପୁଣିଥରେ ଓଡିଶାରେ କଂଗ୍ରେସ କ୍ଷମତାକୁ ଆସିବା ପାଇଁ କଂଗ୍ରେସ ନେତା ପ୍ରୟାସ କରିବେ ।

author

Related Articles

Leave a Reply

Your email address will not be published. Required fields are marked *