ଗର୍ଭଗୃହରେ ଝଟକୁଛି ରାମଲାଲାଙ୍କ ମୂର୍ତ୍ତି

ଗର୍ଭଗୃହରେ ଝଟକୁଛି ରାମଲାଲାଙ୍କ ମୂର୍ତ୍ତି

ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ମନ୍ଦିରରେ ବିରାଜମାନ କଲେ ରାମଲାଲା । ଗର୍ଭଗୃହରେ ପ୍ରତିଷ୍ଠା ହୋଇଛନ୍ତି ଶ୍ରୀରାମ ଲାଲା । ଶୁଭ ମୁହୁର୍ତ୍ତରେ ମନ୍ତ୍ର ପାଠ ସାଙ୍ଗକୁ ହୋଇଛି ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ।

ସୁସଜ୍ଜିତ ବେଶରେ ରାମଲାଲାଙ୍କ ମନୋହର ଛବି ଝଟକି ଉଠୁଛି । ପ୍ରଥମେ ପବିତ୍ର ସରଯୁ ନଦୀରେ ସ୍ନାନ ତର୍ପଣ ପରେ ପୂର୍ବ ଦିଗରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପରେ ଅରମ୍ଭ ହୋଇଥିଲା ପ୍ରାଣ ପ୍ରତିଷ୍ଠା ରୀତିନୀତି । ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ଏବଂ ଯୋଗୀ ଆଦିତ୍ୟନାଥ ଗର୍ଭଗୃହରେ ଉପସ୍ଥିତ ଥିଲେ ।

author

Related Articles

Leave a Reply

Your email address will not be published. Required fields are marked *