ଚୀନରେ ଭୟଙ୍କର ଭୂକମ୍ପ

ଚୀନରେ ଭୟଙ୍କର ଭୂକମ୍ପ

ସୋମବାର ସକାଳେ ଚୀନରେ ଭୟଙ୍କର ଭୂସ୍କଳନ ହୋଇଛି । ଏଥିରେ ଦୁଇ ଜଣଙ୍କର ମୃତ ଦେହ ମାଟିତଳୁ ଉଦ୍ଧାର କରାଯାଇଛି । ଅର୍ନ୍ତଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ମାଟିତଳୁ ୫୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି କେତେ ଲୋକ ମାଟିତଳେ ପୋତି ହୋଇ ରହିଛନ୍ତି । ଭୂମିକମ୍ପ ଫଳରେ 13 ଟି ଘର ମାଟି ତଳେ ପୋତି ହୋଇଯାଇଛି । ଚୀନ ମିଡିଆର ସିସିଟିଭି ଫୁଟେଜ ମୁତାବକ ୨୦୦ ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଯେଉଁ ସ୍ଥାନରେ ଭୂସ୍ଖଳନ ହୋଇଛି ସେଠାରେ ଏବେ ପାଗ ଖରାପ ରହିଛି ।ଚୀନର ସିଓନରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *