ଶନିବାର ସମଲେଇ ପ୍ରକଳ୍ପର ଲୋକାର୍ପଣ

ଶନିବାର ସମଲେଇ ପ୍ରକଳ୍ପର ଲୋକାର୍ପଣ

ଆସନ୍ତା ଶନିବାର ହେବ ସମଲେଇ ପ୍ରକଳ୍ପର ଲୋକାର୍ପଣ । ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଭକ୍ତମାନେ ଆନନ୍ଦର ସହ ଯୋଗଦାନ କରି ମାଆଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକାର୍ପଣ ପାଇଁ ଯଜ୍ଞ ଓ ଚଣ୍ଡୀପାଠ କରାଯିବ । ପଶ୍ଚିମ ଓଡିଶାର 11ଟି ଜିଲ୍ଲାରୁ ବ୍ରାହ୍ମଣମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିପାଇଁ ସମଲେଇ ପ୍ରକଳ୍ପର ଲୋକାର୍ପଣ ଦିନ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଛି । ରାଜ୍ୟର ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଚତୁର୍ଥ ଶନିବାର ଥିବାରୁ ସେହିଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହୁଛି ତେଣୁ ସମସ୍ତ ଶିକ୍ଷାନୁଷ୍ଠାନକୁ ମଧ୍ୟ ବନ୍ଦ ରଖାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *