ସାରା ଦେଶ ପାଳିଲା ୭୫ ତମ ସାଧାରଣତନ୍ତ୍ର ଦିବସ

ସାରା ଦେଶ ପାଳିଲା ୭୫ ତମ ସାଧାରଣତନ୍ତ୍ର ଦିବସ

ଆଜି ସାରା ଦେଶ 75ତମ ସାଦାରଣତନ୍ତ୍ର ଦିବସ ପାଳନ କରୁଛି । ସାଧାରଣତନ୍ତ୍ର ଦିବସ ପାଇଁ ସାରା ଦେଶ ଉତ୍ସବ ମୁଖର ହୋଇଉଠିଛି । ଭୁବନେଶ୍ୱରର ଗାନ୍ଧୀମାର୍ଗରେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିଥିଲେ । ଏହାପରେ ରାଜ୍ୟସ୍ତରୀୟ ପ୍ୟାରେଡ ଆରମ୍ଭ ହୋଇଥିଲା । ରୂପାନ୍ତରଣ ପଥେ ଓଡିଶା ଥିମକୁ ନେଇ ଆୟୋଜନ ହୋଇଛି ମେଢ । ରାଜ୍ୟସରକାରଙ୍କ 12ଟି ବିବାଗ ପକ୍ଷରୁ ଏହି ମେଢ ଗଡିବା ନେଇ ଧାର୍ଯ୍ୟ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *