କର୍ତ୍ତବ୍ୟ ପଥରେ ମୋର୍ଚ୍ଚା ସମ୍ଭାଳିଲେ ମହିଳା

କର୍ତ୍ତବ୍ୟ ପଥରେ ମୋର୍ଚ୍ଚା ସମ୍ଭାଳିଲେ ମହିଳା

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କର୍ତ୍ତବ୍ୟ ପଥରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ତାଙ୍କ ସହ ଉପସ୍ଥିତ ଥିଲେ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟ ଅତିଥି ତଥା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରନ । କର୍ତ୍ତବ୍ୟପଥରେ ଦେଖିବାକୁ ମିଳିଥିଲା ଏକ ନୂଆ ଧାରା । ପ୍ରଥମେ ଶଂଖନାଦ ଓ ଭେରୀତୁରୀ, ଝାଞ୍ଜ ମୃଦଙ୍ଗ ଧ୍ୱନୀ ସହ ଆରମ୍ଭ ହୋଇଥିଲା ଅବାହନ । ଏହାର ମୋର୍ଚ୍ଚା ସମ୍ଭାଳିଥିଲେ ମହିଳା, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହାପରେ ରାଜପଥକୁ ଓହ୍ଲାଇଥିଲେ ଫ୍ରାନ୍ସର ଆର୍ମି ମ୍ୟୁଜିକ୍ ବ୍ୟାଣ୍ଡ । ପରେ ପରେ ନିଜର ଦର୍ପ ଦେଖାଇଥିଲେ ଋଷ ଟି୯୦ ଟ୍ୟାଙ୍କର ।

author

Related Articles

Leave a Reply

Your email address will not be published. Required fields are marked *