ନୀତିଶଙ୍କୁ ନେଇ ସରଗରମ ବିହାର ରାଜନୀତି

ନୀତିଶଙ୍କୁ ନେଇ ସରଗରମ ବିହାର ରାଜନୀତି

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ସରଗରମ ବିହାର ରାଜନୀତି । ସେଠାକାର ରାଜନୈତିକ ହଟଚମଟ ଏବେ ଶୀର୍ଷରେ ପହଞ୍ଚିଛି । ଆରଜେଡି, କଂଗ୍ରେସର ହାତଛାଡି ବିଜେପି ସହ ମିଶି କ୍ଷମତାରେ ବସିପାରନ୍ତି ନୀତୀଶ । ଏନଡିଏ ମେଂଟକୁ ଜେଡିୟୁ ଫେରିବା ଏକ ପ୍ରକାର ନିଷ୍ପତି ହୋଇସାରିଛି ।  ମହାଗଠବନ୍ଧନରୁ ଓହରି ବିଜେପି ସହ ମିଶି ବିହାରରେ ନୂଆ ସରକାର ଗଢିପାରନ୍ତି ନୀତୀଶ । କେବଳ ଔପଚାରିକ ଘୋଷଣା ବାକି ରହିଛି । ଏହାରି ଭିତରେ ବିଜେପି, ଜେଡିୟୁ ଓ ଆରଜେଡି ପକ୍ଷରୁ ଆଜି ବିଧାୟକ ମାନଙ୍କ ବୈଠକ ଡକାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *