ବୃଦ୍ଧି ହେବ ରାତିର ତାପମାତ୍ରା

ବୃଦ୍ଧି ହେବ ରାତିର ତାପମାତ୍ରା

ଫେବୃୟାରୀ ମାସ ଆରମ୍ଭ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ଜାରି ରହିବ । ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ଶୀତ ଲହରି ଅନୁଭୂତ ହୋଇପାରେ । କେନ୍ଦୁଝର,ଦେବଗଡ,ସୁନ୍ଦରଗଡ ଏବଂ ଅନୁଗୁଳ ଜିଲ୍ଲାରେ କେତୋଟି ସ୍ଥାନରେ ଶୀତ ଲହରିର ସମ୍ଭାବନା ରହିଛି । ସେହିପରି ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ପରବର୍ତୀ ସମୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହା ସହ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଘନ କୁହୁଡି ଦେଖାଦେଇପାରେ ।

author

Related Articles

Leave a Reply

Your email address will not be published. Required fields are marked *