ମନ କି ବାତରେ ପ୍ରଥମେ ରାମଲାଲାଙ୍କ କଥା କହିଲେ ମୋଦି

ମନ କି ବାତରେ ପ୍ରଥମେ ରାମଲାଲାଙ୍କ କଥା କହିଲେ ମୋଦି

ଆଜି ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମ ହୋଇଥିଲା । ମନ କି ବାତ ଜରିଆରେ ଦେଶବାସୀଙ୍କୁ ସମ୍ୱୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ରାମ ମନ୍ଦିର, ନାରୀଶକ୍ତି, ପଦ୍ମ ପୁରସ୍କାର ଏବଂ ଗଣତନ୍ତ୍ର ସମ୍ପର୍କରେ ଦେଶବାସୀଙ୍କ ସହ ଆଲୋଚନା କରିଛନ୍ତି ପିଏମ ମୋଦି । କୋଟି କୋଟି ଭାରତୀୟଙ୍କୁ ଏକାଠି କରିପାରିଛି ଅଯୋଧ୍ୟାର ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ । ଭାରତୀୟ ଗଣତନ୍ତ୍ର ଦିନକୁ ଦିନ ଆହୁରି ମଜବୁତ ହେଉଛି ବୋଲି କହିବା ସହ ପଦ୍ମ ପୁରସ୍କାରର ସ୍ୱରୁପ ବଦଳିବାରେ ଲାଗିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

author

Related Articles

Leave a Reply

Your email address will not be published. Required fields are marked *