ପଞ୍ଚମଥର ପାଇଁ ଇଡି କାର୍ଯ୍ୟାଳୟରେ ହାଜର ହେଲେନି କେଜ୍ରିୱାଲ

ପଞ୍ଚମଥର ପାଇଁ ଇଡି କାର୍ଯ୍ୟାଳୟରେ ହାଜର ହେଲେନି କେଜ୍ରିୱାଲ

ଆଜି ଇଡି ନିକଟରେ ହାଜିର ହେବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଞ୍ଚମଥର ପାଇଁ ସମନ କରାଯାଇଥିଲା । ଆମ୍ ଆଦମୀ ପାର୍ଟି ଏକ ଲିଖିତ ବିବୃତ୍ତି ଜାରି କରି ସ୍ପଷ୍ଟ କରିଛି ଯେ, ଅରବିନ୍ଦ କେଜ୍ରିୱାଲ ଆଜି ବି ପଚରାଉଚରାରେ ଯୋଗ ଦେବା ପାଇଁ ଇଡି କାର୍ୟ୍ୟାଳୟକୁ ଯିବେ ନାହିଁ। ଆମ୍ ଆଦମୀ ପାର୍ଟି ଇଡି ସମନକୁ ବେଆଇନ ବୋଲି କହିଛି ଏବଂ କହିଛି ଯେ ଆମେ ଆଇନଗତ ଭାବରେ ସଠିକ୍ ସମନ୍ ପାଳନ କରିବୁ। ଏହା ପୂର୍ବରୁ ମଧ୍ୟ ସେ ୪ଟି ସମନକୁ ଅଣଦେଖା କରିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *