ଭଲ କାମ କରୁଥିବା ଲୋକଙ୍କୁ ଦଳ ସମ୍ମାନ ଦିଏ ନାହିଁ-ନୀତିନ ଗଡକାରୀ

ଭଲ କାମ କରୁଥିବା ଲୋକଙ୍କୁ ଦଳ ସମ୍ମାନ ଦିଏ ନାହିଁ-ନୀତିନ ଗଡକାରୀ

ଭଲ କାମ କରୁଥିବା ବ୍ୟକ୍ତିଙ୍କୁ ଦଳ କୌଣସି ସମ୍ମାନ ଦିଏ ନାହିଁ । ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ । କାହାରି ନାଁ ନନେଇ ଗଡକରୀ କହିଲେ, ‘ମୁଁ ସବୁବେଳେ ମଜାକରେ କୁହେ ଯେ ଦେଶରେ ଯେକୌଣସି ଦଳର ସରକାର ହେଉନା କାହିଁକି କିନ୍ତୁ ଗୋଟେ କଥା ନିଶ୍ଚିତ ଏଠି ଭଲ କାମ କରୁଥିବା ନେତା , ମନ୍ତ୍ରୀଙ୍କୁ କୌଣସି ଦଳ ସମ୍ମାନ ଦିଏନାହିଁ । ଆଉ ଯିଏ ଖରାପ କାମ କରେ ତା ବିରୋଧରେ କୌଣସି ପଦକ୍ଷେପ ନିଆଯାଏନାହିଁ’ । ଲୋକମତ ମିଡିଆ ସମୂହ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବୋଧନ କରୁଥିବା ବେଳେ ଏକଥା କହି ଭାବବିହ୍ୱଳ ହୋଇପଡିଥିଲେ ନୀତିନ ଗଡକରୀ ।

author

Related Articles

Leave a Reply

Your email address will not be published. Required fields are marked *