ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ବଢିଲା ଅଡୁଆ

ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ବଢିଲା ଅଡୁଆ

ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ବଢିଲା ଅଡୁଆ । ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ ଝଟକା ଲାଗିଛି । ଇଡିର ଅଭିଯୋଗ ପରେ ରାଓଜ ଏଭିନ୍ୟୁ କୋର୍ଟ ଅରବିନ୍ଦ୍ କେଜ୍ରିୱାଲଙ୍କୁ ନୋଟିସ କରିଛି । କୋର୍ଟ ତରଫରୁ ଫେବୃଆରୀ ୧୭ ତାରିଖରେ ହାଜର ହେବାକୁ କେଜ୍ରିୱାଲଙ୍କୁ ନୋଟିସ କରାଯାଇଛି । ଇଡି ତରଫରୁ ଭାରତୀୟ ପିଙ୍ଗଳ କୋର୍ଟର ଧାରା ୧୯୦ କ୍ରମରେ ଇଡି କୋର୍ଟରେ ଆବେଦନ କରିଥିଲା ।

author

Related Articles

Leave a Reply

Your email address will not be published. Required fields are marked *