ସହୀଦ ଅଗ୍ନିବୀରଙ୍କୁ ମିଳିବ ପେନସନ !

ସହୀଦ ଅଗ୍ନିବୀରଙ୍କୁ ମିଳିବ ପେନସନ !

ସହୀଦ ଅଗ୍ନିବୀରଙ୍କୁ ମିଳିବ ପେନସନ । କାର୍ଯ୍ୟ କରୁଥିବା ସମୟରେ ସହିଦ ହେଉଥିବା ଅଗ୍ନିବୀରଙ୍କ ପରିବାରକୁ ସାଧାରଣ ସୈନିକଙ୍କ ଭଳି ପେନସନ ଓ ଅନ୍ୟାନ୍ୟ ସୁବିଧା ମିଳିବା ଉଚିତ ବୋଲି ସୁପାରିଶ କରାଯାଇଛି । ନିୟମ ମୁତାବକ କାର୍ଯ୍ୟବେଳେ ସହିଦ ହେଉଥିବା ଅଗ୍ନିବୀର ପରିବାରକୁ ସାଧାରଣ ସୈନିକ ପରିବାର ଭଳି ସୁବିଧା ସୁଯୋଗ ପ୍ରଦାନ କରାଯାଉ ନାହଁ । କେବଳ ସେତିକି ନହେଁ କାର୍ଯ୍ୟରତ ସୈନିକ ସହିଦ ହେଲେ ସେମାନଙ୍କ ପରିବାରକୁ ମିଳୁଥିବା ସହାୟାତ ରାଶି ଉପରେ ୧୦ ଲକ୍ଷ ଟଙ୍କା ବୃଦ୍ଧି କରିବାକୁ ସୁପାରିଶ କରାଯାଇଛି । ଏହା ସମସ୍ତ ବର୍ଗ ପାଇଁ ଲାଗୁ ହେଉ ବୋଲି କୁହାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *