କନ୍ଦାଉଛି ରସୁଣ ଦର

କନ୍ଦାଉଛି ରସୁଣ ଦର

ଦରବୃଦ୍ଧି ସାଧାରଣ ଜନତାଙ୍କୁ କନ୍ଦାଇବାରେ ଲାଗିଛି । କେତେବେଳେ ପିଆଜର ଦରବୃଦ୍ଧିତ ଆଉ କେତେବେଳେ ରସୁଣର ଦରବୃଦ୍ଧି । ଅଧିକାଂଶ ସହରରେ ରସୁଣ କେଜି 450ରୁ 5ଶହ ଟଙ୍କାରେ ବିକ୍ରି ହେଉଛି । ମହାରାଷ୍ଟ୍ର,ରାଜସ୍ଥାନ ଓ ଉତ୍ତରପ୍ରଦେଶରୁ ପ୍ରାୟତଃ ରସୁଣ ଆମଦାନୀ ହେଉଥିବାବେଳେ ଚଳିତଥର ଭଲ ଫସଲ ହୋଇନାହିଁ । ତେଣୁ ଚାଷୀଙ୍କଠାରୁ ନେଇ ବ୍ୟବସାୟୀମାନେ ରସୁଣକୁ ଚଢା ଦରରେ ବିକ୍ରି କରୁଛନ୍ତି । ସେପଟେ ବିନା ରସୁଣରେ ରୋଷେଇ ଘରେ ଖାଦ୍ୟରେ ସ୍ୱାଦ ଆସୁନାହିଁ ।

author

Related Articles

Leave a Reply

Your email address will not be published. Required fields are marked *