ଆଜି କଂଗ୍ରେସ ଟିକେଟ ଆବେଦନର ଶେଷ ତାରିଖ

ଆଜି କଂଗ୍ରେସ ଟିକେଟ ଆବେଦନର ଶେଷ ତାରିଖ

କଂଗ୍ରେସ ଟିକେଟ ପାଇଁ ଅନଲାଇନ ଆବେଦନର ଆଜି ଶେଷ ଦିନ । 147 ବିଧାନସଭା ଆସନ ପାଇଁ 25ରୁ ଅଧିକ ଆଶାୟୀ ଆବେଦନ କରିଛନ୍ତି । ଏବଂ ଲୋକସଭା ଟିକେଟ ପାଇଁ 500ରୁ ଅଧିକ ଆଶାୟୀ ଆବେଦନ କରିଥିବାର କୁହାଯାଉଛି । ଟିକେଟ ପାଇଁ ଦଳର ବରିଷ୍ଠ ନେତାଙ୍କ ସମେତ  ଅବସରପ୍ରାପ୍ତ ଆଇଏଏସ ଅଧିକାରୀ, ଡାକ୍ତର ଓ ଇଂଜିନିୟର ଆବେଦନ କରିଥିବା ପିସିସି ସଭାପତି କହିଛନ୍ତି । ଗତକାଲି ରାଜ୍ୟ ଅତିଥୀ ଭବନରେ ଆଶାୟୀ ପ୍ରାର୍ଥୀଙ୍କ ସହ ଆଲୋଚନା କରିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଅନ୍ୟ ଦିନରେ ବାକି ନିର୍ବାଚନମଣ୍ଡଳୀର ଆଶାୟୀଙ୍କୁ ଅଜୟ କୁମାର  ଭେଟି ଆଲୋଚନା କରିବେ ବୋଲି ଜଣାପଡିଛି ।

author

Related Articles

Leave a Reply

Your email address will not be published. Required fields are marked *