ସମ୍ୱଲପୁରରେ ଫାଇଭ ଟି ଅଧକ୍ଷ ଭିକେ ପାଣ୍ଡିଆନ

ସମ୍ୱଲପୁରରେ ଫାଇଭ ଟି ଅଧକ୍ଷ ଭିକେ ପାଣ୍ଡିଆନ

ଆଜି ଭୋରରୁ ସମ୍ୱଲପୁର ଗସ୍ତରେ ଯାଇଛନ୍ତି ଫାଇଭ ଟି ଅଧକ୍ଷ ଭିକେ ପାଣ୍ଡିଆନ । ମାଆ ସମଲେଶ୍ୱରୀ ମନ୍ଦିର ଯାଇ ମାଆ ସମଲେଇଙ୍କୁ ଦର୍ଶନ କରିଛନ୍ତି ଫାଇଭ ଟି ଅଧକ୍ଷ । ଦର୍ଶନ କରିବା ସହ ମାଆଙ୍କ ଆର୍ଶୀବାଦ ନେଇଛନ୍ତି । ଏହା ପୂର୍ବରୁ ପତାକା ଦେଖାଇ ମହାନଦୀ ହାଫ୍ ମାରାଥନର ଶୁଭାରମ୍ଭ କରିଥିଲେ ଭି.କେ ପାଣ୍ଡିଆନ୍ । ଜିଲ୍ଲାପଳାଙ୍କ ସମ୍ମିଳନୀ କକ୍ଷରେ ଭୀମସାର ସୁପରିଟେଣ୍ଡେଟ ଓ ଅନ୍ୟ କର୍ମଚାରୀଙ୍କ ସହ ସମୀକ୍ଷା କରିଛନ୍ତି । ଏହା ପରେ ଭୀମସାର ଷ୍ଟାଡିୟମରେ ପହଞ୍ଚିଥିଲେ ପାଣ୍ଡିଆନ୍ ।ଏବଂ ସେଠାରେ କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *