ଲୋକସଭା ନିର୍ବାଚନ ଲଢିବେନି ସୋନିଆ ଗାନ୍ଧୀ

ଲୋକସଭା ନିର୍ବାଚନ ଲଢିବେନି ସୋନିଆ ଗାନ୍ଧୀ

ଲୋକସଭା ନିର୍ବାଚନ ଲଢିବେନି ସୋନିଆ ଗାନ୍ଧୀ । ଏ ନେଇ ସେ ନିଜେ ଘୋଷଣା କରିଛନ୍ତି । ଏହାର କାରଣ ମଧ୍ୟ ସେ ରାୟବରେଲି ବାସିନ୍ଦାଙ୍କୁ ଜଣାଇଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ସେ ଆଉ ନିର୍ବାଚନ ଲଢିବେନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଗତକାଲି ସେ ରାଜ୍ୟସଭା ନିର୍ବାଚନ ପାଇଁ ରାଜସ୍ଥାନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବୟସ ବୃଦ୍ଧି ହେତୁ ମୁଁ ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ, ଏଭଳି କିଛି କହିଛନ୍ତି ସୋନିଆ ଗାନ୍ଧୀ ।

author

Related Articles

Leave a Reply

Your email address will not be published. Required fields are marked *