ବନ୍ଦ ହୋଇଯିବ ଜି-ମେଲ !

ବନ୍ଦ ହୋଇଯିବ ଜି-ମେଲ !

ବନ୍ଦ ହୋଇଯିବ ଜିମେଲ । ଜିମେଲ୍ ବଦଳରେ ଆସିବ ଏକ୍ସ ମେଲ୍ । ଜିମେଲ ବନ୍ଦ ହେବା ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଜିମେଲ ସହ ପ୍ରତିଦ୍ୱନ୍ଦିତା କରିବାକୁ ଏକ୍ସ ମେଲ୍ ନାମକ ଏକ ନୂଆ ଇମେଲ୍ ସେବା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଏକ୍ସର ମାଲିକ ଏଲନ୍ ମସ୍କ । ଜିମେଲ୍ ସେବା ବନ୍ଦ ହେବାର ପ୍ରଚାର ନେଇ ଯେତେବେଳେ ଏକ୍ସର ଇଞ୍ଜିନିୟରିଂ ଏବଂ ସୁରକ୍ଷା ଦଳର ସଦସ୍ୟ ନାଟ୍ ମ୍ୟାକଗ୍ରେଡି ଏଲନ ମସ୍କଙ୍କୁ ପଚାରିଥିଲେ, ସେ କହିଥିଲେ ଯେ, ଖୁବ୍ ଶୀଘ୍ର ଏକ୍ସ ମେଲ୍ ଆସିବାକୁ ଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *