13 ପରେ ନିର୍ବାଚନ ତାରିଖ ଘୋଷଣା

13 ପରେ ନିର୍ବାଚନ ତାରିଖ ଘୋଷଣା

ଲୋକସଭା ନିର୍ବାଚନକୁ କେଇଟା ଦିନ ବାକି ରହିଲା । ନିର୍ବାଚନ କମିଶନର ମାର୍ଚ୍ଚ 13 ତାରିଖ ପରେ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ସାରା ଦେଶରୁ ୭ରୁ ୮ଟି ପର୍ଯ୍ୟାୟରେ ହୋଇପାରେ ମତଦାନ । ତାରିଖ ଘୋଷଣା ପୂର୍ବରୁ ବିଭିନ୍ନ ରାଜ୍ୟ ଗସ୍ତରେ ଯାଇ ସମୀକ୍ଷା ବୈଠକ କରୁଛନ୍ତି ନିର୍ବାଚନ କମିସନ । ଏହା ପୂର୍ବରୁ ଓଡ଼ିଶା ଗସ୍ତରେ ବି ଆସିଥିଲେ । ବିଭିନ୍ନ ରାଜନୈତିକ ଦଳ ସହ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏବେ ବିହାର ଗସ୍ତରେ ଅଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *