ରାଜ୍ୟ ସରାକରଙ୍କ ବିରୁଦ୍ଧରେ କଂଗ୍ରେସର ଗର୍ଜନ

ରାଜ୍ୟ ସରାକରଙ୍କ ବିରୁଦ୍ଧରେ କଂଗ୍ରେସର ଗର୍ଜନ

ରାଜ ରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ କଂଗ୍ରେସ କର୍ମୀ । ଦୁର୍ନୀତି ବିରୋଧରେ ଗର୍ଜନ କରୁଛି କଂଗ୍ରେସ । ସାରା ରାଜ୍ୟର କଂଗ୍ରେସ ନେତା ଓ କର୍ମୀମାନେ ବିକ୍ଷୋଭରେ ସାମିଲ ହୋଇଛନ୍ତି । ଲୋକସଭା ଭବନ ଘେରାଉ କରିବା ପାଇଁ ଯିବା ସମୟରେ ବାଟରେ ପୋଲିସ ଅଟକାଇଲା । ବ୍ୟାରିକେଡ ଡେଇଁ ଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଓ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ତିତି ସୃଷ୍ଟି ହୋଇଛି । ପୋଲିସ ଅନେକ କର୍ମୀଙ୍କୁ ଉଠାଇ ନେଇଛି ।

author

Related Articles

Leave a Reply

Your email address will not be published. Required fields are marked *