ବିଏମସି ଅଫିସ ଘେରାଉ କଲେ ସଫେଇ କର୍ମଚାରୀ

ବିଏମସି ଅଫିସ ଘେରାଉ କଲେ ସଫେଇ କର୍ମଚାରୀ

ବିଏମସି ଅଫିସ ଘେରାଉ କଲେ ସଫେଇ କର୍ମଚାରୀ । ସମସ୍ତ ସିଏଲଆର ଓ ଡିଏଲଆର କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଓ ଠିକା ଶ୍ରମିକ ଉଚ୍ଛେଦ ସହ ୬ ଦଫା ଦାବି ନେଇ ବିଏମସି ଅଫିସ୍ ଘେରାଉ କରିଛନ୍ତି । ଦୀର୍ଘ ୨୦ରୁ ୨୫ ବର୍ଷ ହେବ ଖରା, ବର୍ଷା, ଶୀତରେ ସଫେଇ କାମ କରିଆସୁଛନ୍ତି । ସରକାରୀ ଓ ପର୍ବପର୍ବାଣୀ ଛୁଟିରେ ମଧ୍ୟ କାମ କରୁଛନ୍ତି । ହେଲେ ସେମାନଙ୍କୁ ସରକାରୀ ଘୋଷିତ ସର୍ବନିମ୍ନ ମଜୁରୀ ମଧ୍ୟ ମିଳୁନାହିଁ । ଏହାର ପ୍ରତିବାଦ କରି ଅନେକ ସଫେଇ କର୍ମଚାରୀ ବିଏମସି ଅଫିସ୍ ସମ୍ମୁଖରେ ବିକ୍ଷୋଭ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *