ଇସ୍ତଫା ଦେଲେ ପେଟିଏମର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା

ଇସ୍ତଫା ଦେଲେ ପେଟିଏମର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା

ପେଟିଏମ ରୁ ଇସ୍ତଫା ଦେଲେ ପେଟିଏମର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା । ସେ ଆଜି ପେଟିଏମ ପେମେଣ୍ଟସ ବ୍ୟାଙ୍କର ଚେୟାରମ୍ୟାନ ପଦ ଛାଡିଛନ୍ତି । ମାର୍ଚ୍ଚ ୧୫ ପରେ ଚବଚ୍ଚଗ୍ଧଜ୍ଞ କାମ କରିବ ନାହିଁ ବୋଲି ଆରବିଆଇ ଘୋଷଣା କରିଥିଲା। ଏହି ସମୟସୀମା ପାଖେଇ ଆସୁଥିବା ବେଳେ ବିଜୟ ଶେଖର ଶର୍ମା ଇସ୍ତଫା ଦେଇଛନ୍ତି। Paytmର ମୂଳ କମ୍ପାନୀ ୱାନ ୯୭ କମ୍ୟୁନିକେସନ ଲିଃ(OCL) ମଧ୍ୟ Paytm ପେମେଣ୍ଟସ ବ୍ୟାଙ୍କ ଲିଃ(ପିପିବିଏ) ତା’ର ବୋର୍ଡକୁ ପୁର୍ନଗଠନ କରିଛି ବୋଲି ମଧ୍ୟ ଘୋଷଣା କରିଛି।

author

Related Articles

Leave a Reply

Your email address will not be published. Required fields are marked *