ରାଜଧାନୀରେ ମତ୍ସ୍ୟଜୀବୀଙ୍କ ଗର୍ଜନ

ରାଜଧାନୀରେ ମତ୍ସ୍ୟଜୀବୀଙ୍କ ଗର୍ଜନ

ରାଜଧାନୀରେ ମତ୍ସ୍ୟଜୀବୀଙ୍କ ଗର୍ଜନ । ଭୁବନେଶ୍ୱର ଲୋୟର ପିଏମଜିରେ ହଜାର ହଜାର ମତ୍ସ୍ୟଜୀବୀ ଏକାଠି ହୋଇ ସେମାନଙ୍କର ୬ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବାଲେଶ୍ୱର, ପାରାଦ୍ୱୀପ, ଭଦ୍ରକ ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ମତ୍ସ୍ୟଜୀବୀମାନେ ଏକାଠି ହୋଇ ଧାରଣାରେ ବସିଛନ୍ତି । ଶୋଷିତ ଅବସ୍ଥାରେ ମତ୍ସ୍ୟଜୀବୀମାନେ ରାଜ୍ୟରେ ବଞ୍ଚୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସଙ୍ଗଠନ ନେତା ।ବାରମ୍ବାର ଦାବି କରିବା ପରେ ମଧ୍ୟ ସରକାର ସେମାନଙ୍କର ଦାବିକୁ ଅଣଦେଖା କରି ଆସୁଛନ୍ତି । ଏଣୁ ସେମାନେ ୬ ଦଫା ନେଇ ଲୋୟର ପିଏମଜିରେ ଗର୍ଜୁଛନ୍ତି ମତ୍ସଜୀବୀ ।

author

Related Articles

Leave a Reply

Your email address will not be published. Required fields are marked *