ଚମକିଲାଣି ବରମୁଣ୍ଡା ବସ୍ ଟର୍ମିନାଲ

ଚମକିଲାଣି ବରମୁଣ୍ଡା ବସ୍ ଟର୍ମିନାଲ

ଆଉ ମାତ୍ର ଦୁଇ ଦିନର ଅପେକ୍ଷା । ନୂଆ ରୂପରେ ଝଲସିବ ବରମୁଣ୍ଡା ବସ ଟର୍ମିନାଲ । ଚୂଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଲାଣି ପ୍ରସ୍ତୁତି । ଏବେଠୁ ହିଁ ଚମକିଲାଣି ବସ୍ ଟର୍ମିନାଲ । ମାର୍ଚ୍ଚ ୧ ତାରିଖରେ ହେବ ଲୋକାର୍ପଣ । ବାବା ସାହେବ ଭୀମରାଓ ଆମ୍ବେଦକର ଟର୍ମିନାଲ ନାଁରେ ନାମିତ ହେବ ଏହି ବସଷ୍ଟାଣ୍ଡ । ବାହାରକୁ ଆକର୍ଷଣୀୟ ଦେଖାଯାଉଥିବା ଏହି ବସ୍ ଟର୍ମିନାଲ ଭିତରର ଦୃଶ୍ୟ ବି ଆଖି ଲାଖିଗଲା ଭଳି ହୋଇଛି । ସ୍ଥାନୀୟ ଲୋକ, ଦୋକାନୀ ତଥା ଏଠି କାମ କରୁଥିବା କର୍ମଚାରୀ ମାନଙ୍କ ମୁହଁରେ ଗୋଟିଏ କଥା ବରମୁଣ୍ଡା ବସଷ୍ଟାଣ୍ଡ ପୁରା ଏୟାରପୋର୍ଟ ଭଳି ଲାଗୁଛି ।

author

Related Articles

Leave a Reply

Your email address will not be published. Required fields are marked *