ନିର୍ବାଚନୀ ମଇଦାନକୁ ଫେରିଲେ ଦାମ

ନିର୍ବାଚନୀ ମଇଦାନକୁ ଫେରିଲେ ଦାମ

ରାଜ୍ୟ ରାଜନୀତିର ବରିଷ୍ଠ ନେତା ଦାମୋଦର ରାଉତରାୟ । ରାଜନୀତିରୁ ଦୀର୍ଘଦିନର ବ୍ୟବଧାନ ପରେ କର୍ମୀ ସମ୍ମିଳନୀରେ ନଜର ଆସିଲେ ଦାମ ରାଉତରାୟ । ସୁସ୍ଥ ହେବା ପରେ ଜଗତ୍ସିଂହପୁର କୁଜଙ୍ଗ ପଡିଆରେ ଆୟୋଜିତ ପୁଣି ସାଧାରଣ ସଭାରେ ଦମ ଦେଖାଇଛନ୍ତି ଦାମ । ହ୍ୱିଲ ଚେୟାରରେ ସଭା ପାଖରେ ପହଂଚିବା ପରେ ତାଙ୍କୁ ସମର୍ଥକମାନେ ପାଛୋଟି ନେଇଥିଲେ । କର୍ମୀଙ୍କ ଗହଣରେ ଉଦ୍ବୋଧନ ଦେଇ ନବୀନଙ୍କ ପ୍ରଶଂସା କରିଛନ୍ତି । କହିଛନ୍ତି ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ । ବିଜେଡିକୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *