ନବୀନ ନିବାସ ଆଗରେ ଯୁବ କଂଗ୍ରେସଙ୍କ ବିକ୍ଷୋଭ

ନବୀନ ନିବାସ ଆଗରେ ଯୁବ କଂଗ୍ରେସଙ୍କ ବିକ୍ଷୋଭ

ନବୀନ ନିବାସ ଅଭିମୁଖେ ଯୁବ କଂଗ୍ରେସର ରାଲି ।ବେରୋଜଗାର, ଆଇନ ଶୃଙ୍ଖଳା ପ୍ରତିବାଦରେ ରାଲି କରିଛି ଯୁବ କଂଗ୍ରେସ।ନବୀନ ନିବାସ ଅଭିମୁଖେ ଯୁବ କଂଗ୍ରେସର ରାଲି ବେଳେ ଉତ୍ତେଜନା ା ରାଜମହଲ ଛକ ନିକଟରେ ରାଲି ଅଟକାଇବା ବେଳେ ପୋଲିସ ସହ କଂଗ୍ରେସ କର୍ମୀ ଧସ୍ତାଧସ୍ତି ।ବ୍ୟାରିକେଟ୍ ଡେଇଁ ଧସେଇ ପଶିବାକୁ କଂଗ୍ରେସ କର୍ମୀଙ୍କ ଉଦ୍ୟମ । ପୋଲିସ ଉପରକୁ ଅଣ୍ଡା, ଚମାଟୋ ମାଡ କଲା ଯୁବ କଂଗ୍ରେସ । ଘଟଣାସ୍ଥଳରୁ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲା ପୋଲିସ

author

Related Articles

Leave a Reply

Your email address will not be published. Required fields are marked *