ପୁଣି ଲିକ ହେଲା ପ୍ରଶ୍ନପତ୍ର

ପୁଣି ଲିକ ହେଲା ପ୍ରଶ୍ନପତ୍ର

ଛାତ୍ରଛାତ୍ରୀଙ୍କ ଊବିଷ୍ୟତକୁ ନେଇ ଖେଳୁଛନ୍ତି କି ରାଜ୍ୟ ସରକାର । ଦଶମ ଛାତ୍ର ଛାତ୍ରୀଙ୍କ ମ୍ୟାଟ୍ରିକ ପରୀକ୍ଷା ଚାଲିଛି । ହେଲେ ଲିକ ହେବାରେ ଲାଗିଛି ପ୍ରଶ୍ନପତ୍ର । ଆଜି ମାଟ୍ରିକ୍ ବିଜ୍ଞାନ ପରୀକ୍ଷା ଥିବା ବେଳେ ପୁଣି ଥରେ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଘୁରିବୁଲିବା ଅଭିଯୋଗ ହୋଇଛି । କେନ୍ଦୁଝରରୁ ଏପରି ଅଭିଯୋଗ ସାମ୍ନାକୁ ଆସିଛି । ପରୀକ୍ଷା ଆରମ୍ଭ ହେବାର ଏକ ଘଣ୍ଟା ପୂର୍ବରୁ ଏହି ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଘୁରିବୁଲିଥିଲା । ତେବେ ଏହା ପ୍ରକୃତ ପ୍ରଶ୍ନପତ୍ର ଥିଲା କି ନାହିଁ, ଜଣାପଡ଼ି ନାହିଁ । ପୂର୍ବରୁ ଇଂରାଜୀ ଓ ଗଣିତ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *