ଦିଲ୍ଲୀକୁ ନେଇ ବିଜେପିର ନୂଆ ପ୍ଲାନ

ଦିଲ୍ଲୀକୁ ନେଇ ବିଜେପିର ନୂଆ ପ୍ଲାନ

ଦିଲ୍ଲୀକୁ ନେଇ ବିଜେପିର ନୂଆ ପ୍ଲାନ । ଲୋକସଭା ନିର୍ବାଚନରେ ଦିଲ୍ଲୀ ପାଇଁ ସ୍ୱତନ୍ତ୍ର ନୂଆ ରୋଡମ୍ୟାପ ପ୍ରସ୍ତୁତ କରିଛି ବିଜେପି । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀର ମୋଟ ୭ ଲୋକସଭା ଆସନ ରହିଛି ଓ ସମସ୍ତ ସାଂସଦ ବିଜେପି ସମର୍ଥିତ । ହେଲେ ଆଗକୁ ଥିବା ଲୋକସଭା ନିର୍ବାଚନରେ ବିଜେପି ଷ୍ଟାଣ୍ଡିଂ ସାଂସଦଙ୍କ ମଧ୍ୟରୁ ୫ଜଣଙ୍କର ଟିକେଟ କାଟିବାକୁ ଯାଉଛି । କେବଳ ୨ ଜଣ ସାଂସଦଙ୍କୁ ପୁଣି ଟିକେଟ ମିଳିବ ବୋଲି ଜଣାପଡିଛି । ବାକି ୫ଟି ଆସନରେ ନୂଆ ଚେହେରାଙ୍କୁ ସୁଯୋଗ ଦେବ ଦଳ । ହେଲେ ଏହି ୫ ନୂଆ ଚେହେରା କିଏ ତାହା ସ୍ପଷ୍ଟ ହୋଇପାରିନାହିଁ ।

author

Related Articles

Leave a Reply

Your email address will not be published. Required fields are marked *