ବଦଳୁଛି ବରୀ ନିର୍ବାଚନ ମଣ୍ଡଳୀର ରାଜନୈତିକ ପାଣିପାଗ । ପୂର୍ବତନ ବିଧାୟକ ଦେବାଶିଷ ନାୟକ ବିଜେଡି ଛାଡିବା ପରେ ଏବେ ବରୀ ଆସନକୁ ନେଇ ରାଜନୀତି ସରଗରମ ହୋଇଛି । ବିଜେଡି ଟିକେଟରୁ ଚାରି ଚାରି ଥର ବିଧାୟକ ହୋଇଥିବା ଦେବାଶିଷ ଏବେ ବିଜେପି ଟିକେଟରୁ ସମାନ ଆସନରୁ ମୈଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି । ସେପଟେ ଦେବାଶିଷଙ୍କ ଦଳ ଛାଡିବା ପରେ ଏହି ଆସନ ପାଇଁ ଏବେକାର ବିଧାୟିକା ସୁନନ୍ଦା ଦାସ ଏବଂ ଯୁବ ନେତା ବିଶ୍ୱରଞ୍ଜନ ମଲ୍ଲିକ ଚାତକ ଭଳି ଚାହିଁ ରହିଛନ୍ତି । ଏପରିକି ଉଭୟଙ୍କ ମଧ୍ୟରେ ଟିକେଟ୍ ପାଇଁ ପ୍ରତିଦ୍ୱନ୍ଦିତା ମଧ୍ୟ ଚାଲିଛି । ତେବେ ଦେଖାଯାଉ ଏଥର ନବୀନ କାହାକୁ ଭରଷା କରୁଛନ୍ତି ଏବଂ କିପରି ନିଜର ଅଭେଦ୍ୟ ଗଡକୁ ସୁରକ୍ଷିତ ରଖୁଛନ୍ତି ।
You can share this post!
author