ରମେଶଙ୍କ ପାୱାର ଦେଖି ଛାନିଆ ବିରୋଧି !

ରମେଶଙ୍କ ପାୱାର ଦେଖି ଛାନିଆ ବିରୋଧି !

ରଣହୁଙ୍କାର ଦେଲାଣି କଂଗ୍ରେସ । ଆଗାମୀ ନିର୍ବାଚନରେ ବିଜୟର ନୂଆ ଲକ୍ଷ୍ୟ ନେଇ ତେୟାର ହେଲେଣି ରାଜ୍ୟ କଂଗ୍ରେସ । ରାଜନୀତିର ବାଦଶାହା ଓ ବାହୁବଳୀ ନେତା ହେଉଛନ୍ତି କଂଗ୍ରେସ ନେତା ତଥା ସାନଖେମୁଣ୍ଡି ବିଧାୟକ ରମେଶ ଜେନା । ସାନଖେମୁଣ୍ଡି ଗଡର ସୁନାପୁଅ ସାଜିଥିବା ରମେଶ ଜେନାଙ୍କ ପାୱାର ଦେଖି ଛାନିଆ ହେଲେଣି ବିଜେଡି ଓ ବିଜେପି ନେତୃତ୍ୱ । ଜେଲରେ ରହି ବିଜୟର ସ୍ୱାଦ ଚାଖିଥିବା ବାହୁବଳୀ ନେତା 24ରେ ନିଜ ନିର୍ବାଚନ ମଣ୍ଡଳୀ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲେଣି । 24 ନିର୍ବାଚନରେ ପୁଣିଥରେ ସେ ସାନଖେମୁଣ୍ଡିରୁ ନିର୍ବାଚନ ଲଢିପାରନ୍ତି । ତେବେ ଏହି ବାହୁବଳୀ ନେତାଙ୍କୁ ବିଜେଡି ଓ ବିଜେପିର କେଉଁ ନେତା ଟକ୍କର ଦେବେ ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *