ଖୁବଶୀଘ୍ର ଘୋଷଣା ହେବ ନିର୍ବାଚନ ତାରିଖ

ଖୁବଶୀଘ୍ର ଘୋଷଣା ହେବ ନିର୍ବାଚନ ତାରିଖ

ସାଧାରଣ ନିର୍ବାଚନକୁ ଦିନ କେଇଟା ବାକି ଥିବା ବେଳେ ଖୁବଶୀଘ୍ର ଘୋଷଣା ହେବ ନିର୍ବାଚନ ତାରିଖ । ୨୦୧୯ ଭଳି ୭ଟି ପର୍ଯ୍ୟାୟରେ ହୋଇପାରେ ନିର୍ବାଚନ । ଆସନ୍ତା ୧୪ କିମ୍ବା ୧୫ରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ । ଏପ୍ରିଲ ମାସ ଦ୍ୱିତୀୟ ସପ୍ତାହରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ନିର୍ବାଚନ ଆୟୋଗ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏବେ ନିର୍ବାଚନ ଆୟୋଗ ବିଭିନ୍ନ ରାଜ୍ୟ ଗସ୍ତ କରି ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା କରୁଛନ୍ତି । ସମସ୍ତ ରାଜ୍ୟ ଗସ୍ତ ପରେ ନିର୍ବାଚନ ନେଇ ତାରିଖ ଘୋଷଣା ହେବ ।

author

Related Articles

Leave a Reply

Your email address will not be published. Required fields are marked *