ନିଶା ସେବନରେ ଭୁବନେଶ୍ୱର ତୃତୀୟ

ନିଶା ସେବନରେ ଭୁବନେଶ୍ୱର ତୃତୀୟ

ଦେଶରେ ମଦ,ଗଞ୍ଜେଇ ଓ ତମାଖୁ ସେବନ ବଢୁଛି । ଆଜିକାଲିର ଯୁବପିଢି ମାନେ ନିଶାଦ୍ରବ୍ୟକୁ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ କରିସାରିଲେଣି ।  ନିଶା ସେବନରେ ଭୁବନେଶ୍ୱର ଦେଶରେ ତୃତୀୟ । ଭୁବନେଶ୍ୱରର ୩୭ପ୍ରତିଶତ ଯୁବପିଢ଼ି ନିଶା କବଳରେ । କେମ୍ବ୍ରିଜ ପ୍ରିଜିମ୍ସ ଗ୍ଲୋବାଲ ମେଂଟାଲ ହେଲ୍ଥ ରିପୋର୍ଟରେ ଏମିତି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଏହି ତାଲିକାରେ ବେଙ୍ଗାଲୁରୁ ପ୍ରଥମ ଓ ଚେନ୍ନାଇ ଦ୍ୱିତୀୟ ସ୍ଥାନରେ ରହିଛି । ନିଶା ନେଉଥିବା ବ୍ୟକ୍ତିଙ୍କ ଭିତରୁ ୭୫ପ୍ରତିଶତ ନିଜ କିଶୋର ଅବସ୍ଥାରୁ ନିଶା ସେବନ ଆରମ୍ଭ କରୁଥିବା ଜଣାପଡ଼ିଛି ।

author

Related Articles

Leave a Reply

Your email address will not be published. Required fields are marked *