କଟକ ନିଆଳିରେ ଗଡିଲା ଲକ୍ଷ୍ମୀ ବସ

କଟକ ନିଆଳିରେ ଗଡିଲା ଲକ୍ଷ୍ମୀ ବସ

ପ୍ରତି ପଂଚାୟତରରୁ ବ୍ଲକକୁ ଯିବାଆସିବା ପାଇଁ ଯୋଡି ହେଲା ଲକ୍ଷ୍ମୀ ବସ ।ଗାଁ ଦାଣ୍ଡରେ ମିଳିଲା ଲକ୍ଷ୍ମୀ ବସ ସୁବିଧା । କଟକ ଜିଲ୍ଲା ନିଆଳିରୁ ଗଡିଲା ଲକ୍ଷ୍ମୀ ବସ । ମାତ୍ର 5 ଟଙ୍କା ଦେଇ ଯାତ୍ରା କରିବେ ଯାତ୍ରୀମାନେ । ନିଆଳି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ୨ଟି ଲକ୍ଷ୍ମୀ ବସକୁ ନଡିଆ ବାଡେଇ ଓ ପତାକା ହଲାଇ ଶୁଭାରମ୍ଭ କରିବା ସହ ନିଜେ ବସରେ ଯାତ୍ରା କରିଥିଲେ । ଏହି ବସରେ ବ୍ଲକ ଅଧ୍ୟକ୍ଷ ,ସାଂସଦଙ୍କ ପ୍ରତିନିଧି, ଜିଲ୍ଲା ପରିଷଦ ସଭ୍ୟା ,ବିଭିନ୍ନ ସରପଂଚ ସମିତି ସଭ୍ୟ ସହ ମିଶନ ଶକ୍ତିର ମହିଳାମାନେ ଯାତ୍ରା କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *