ସାଇବର ଠକଙ୍କୁ ଚକମା ଦେବ ‘ଚକ୍ଷୁ’

ସାଇବର ଠକଙ୍କୁ ଚକମା ଦେବ ‘ଚକ୍ଷୁ’

ଏଣିକି ସାଇବର ଠକଙ୍କୁ ଚକମା ଦେବ ଚକ୍ଷୁ । ଫେକ୍ ଫୋନ କଲ୍‌, ଏସଏମଏସ, ହ୍ୱାଟସ ଆପ୍ ମାଧ୍ୟମରେ ଲୋଭନୀୟ ଅଫର ଦେଉଥିବା ସାଇବର ଲୁଟେରାଙ୍କ ଉପରେ ଏହା ନଜର ରଖିବ । ସାଧାରଣ ଜନତା ସାଇବର ଲୁଟେରାଙ୍କ ଟାଗେଟରେ ରହୁଥିବା ବେଳେ ଅନେକ ଏହାକୁ ଅଣଦେଖା କରିଥାନ୍ତି । ଆଉ କିିଛି ଲୁଟେରାଙ୍କ କଥାରେ ପଡି ସର୍ବସ୍ୱାନ୍ତ ହେଉଛନ୍ତି । ନିରୀହ ଉପଭୋକ୍ତା ସାଇବର ଲୁଟର ଶିକାର ହେବା ପରେ ସାଇବର ଥାନାରେ ଦ୍ୱାରସ୍ଥ ହେଉଛନ୍ତି।


ତେବେ ଏଥିରୁ ବର୍ତ୍ତିବାକୁ ଭାରତୀୟ ଦୂରସଂଚାର ବିଭାଗ ଆଣିଛି ନୂଆ ଅନଲାଇନ୍ ପୋର୍ଟାଲ। ସଂଚାର ସାଥୀର ନୂଆ ଫିଚର ‘ଚକ୍ଷୁ’ ଜରିଆରେ ଲୁଟେରାଙ୍କ ଉପରେ ନଜର ରଖିବ ଦୂରସଂଚାର ବିଭାଗ। ସାଇବର ଥାନା ବଦଳରେ ଘରେ ବସି କରିପାରିବେ ସାଇବର ଲୁଟେରାଙ୍କ ବିରୋଧରେ ଅଭିଯୋଗ। ଗତକାଲି ଦୂରସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ନୂଆ ଫିଚରର ଉଦଘାଟନ କରିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *