ରାଜଧାନୀ ଉପକଣ୍ଠ ନନ୍ଦନକାନନ ଛକରେ ବରପୁତ୍ର ତଥା ପ୍ରବାଦ ପୁରୁଷ | ବିଜୁ ପଟନାୟକ ଜୟନ୍ତୀ ପାଳିତ ହୋଇଯାଇଛି | ପୂର୍ବତନ ଜିଲା ପରିଷଦ କୁନାଲ ରାଉତଙ୍କ ଅଧାୟକରେ ଆୟୋଜିତ ଉତ୍ସବରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇ ବିଜୁ ବାବୁଙ୍କ ପ୍ରତି ମୂର୍ତିରେ ମାଲ୍ୟା ଅର୍ପଣ କରିଥିଲେ | ଏହି ପରିପେକ୍ୟରେ ଶ୍ରୀ ମିଶ୍ର ପ୍ରବାଦ ପୁରୁଷଙ୍କୁ ମରଣତର ଭାରତ ରତ୍ନ ପ୍ରଦାନ ଦାବି କରି ଜିଲାପାଳଙ୍କ ଜରିଆରେ ଉଭୟ କେନ୍ଦ୍ର ଓ ରା଼ଝଞା ସରକାରଙ୍କୁ ଦାବି ପତ୍ର ପ୍ରଦାନ କରିବାକୁ କହିଥିଲେ |
You can share this post!
author
Related Articles
ବବିଙ୍କୁ ମୋହନଙ୍କ କଟାକ୍ଷ
- September 29, 2024
ସବୁ ଜାଣି ଚୁପ୍ ବସିଛନ୍ତି ନବୀନ …ମିଡିଆ ସାମ୍ନାରେ ୨୪…
- September 29, 2024
ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଘର ମୋହନଙ୍କ ପାଇଁ କଲବଲ ଲୋକେ
- September 29, 2024