ରାସ୍ତା କଡରେ ବିକ୍ରି ହେଉଥିବା ଖାଦ୍ୟ କେତେ ନିରାପଦ ?

ରାସ୍ତା କଡରେ ବିକ୍ରି ହେଉଥିବା ଖାଦ୍ୟ କେତେ ନିରାପଦ ?

ରାଜଧାନୀରେ ବିଭିନ ସ୍ଥାନରେ ଠେଲାଗାଡ଼ିରେ ଖାଦ୍ୟ ପସରା ଜମୁଛି | ସକାଳ ଓ ସନ୍ଧ୍ୟା ରେ ଜଳଖିଆ ଖାଇବା ପାଇଁ ଏହି ଠେଲା ଗାଡି ସାମ୍ନାରେ ଲୋକଙ୍କ ବେଶ ଭିଡ ଲାଗୁଚି | ଏମିତି କିଛି ସ୍ଥାନରେ ବିନା ପଂଜିକରଣରେ ବିନା ପ୍ରମାଣ ପତ୍ରରେ ଖାଦ୍ୟ ବିକ୍ରି ହେଉଥିବା ଦେଖିବାକୁ ମିଳିଛି | ବିଭିନ ସମୟରେ ଏହି ଖାଦ୍ୟ ଖାଇ ଲୋକେ ପେଟ ରୋଗର ଶିକାର ହେଉଛନ୍ତି |ସୂଚନା ଅନୁସାରେ ସହର ୩ ବର୍ଷ ମଧ୍ୟରେ ୧୫୦ରୁ ଅଧିକ ସ୍ଥାନରେ ଚଢ଼ାଉ କରାଯାଇଛି | ବି ଏମ ସି ପକ୍ଷରୁ ଯାଞ୍ଚ ଵେବସ୍ତା କଡା କଡୀ କରିବାକୁ ବିଭିନ ମହଲରେ ଦାବି ହେଉଛି |

author

Related Articles

Leave a Reply

Your email address will not be published. Required fields are marked *