ବିଜେପିରେ ମିଶିଲେ ନାଲକୋ ସିଏମଡି

ବିଜେପିରେ ମିଶିଲେ ନାଲକୋ ସିଏମଡି

ବଢୁଛି ଭାରତୀୟ ଜନତା ପାର୍ଟିରେ ଶକ୍ତି । ଜଣକ ପରେ ଜଣେ ନେତା ବିଜେପିରେ ସାମିଲ ହେଉଛନ୍ତି । ବିଜେପିରେ ମିଶିଲେ ଜଣାଶୁଣା ଶିଳ୍ପ ବିଶେଷଜ୍ଞ ତଥା ନାଲ୍କୋର ସିଏମଡି ଡକ୍ଟର ତପନ ଚାନ୍ଦ । ୮୦ ଦଶକରେ ଡକ୍ଟର ଚାନ୍ଦ ଛାତ୍ର ଜୀବନରୁ ଏବିଭିପି, ଆରଏସ୍ଏସ୍ ଓ ବିଜେପି ସହ ଜଡ଼ିତ ଥିଲେ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ଏବିଭିପି ସମର୍ଥନରେ ସେ ଉତ୍କଳ  ବିଶ୍ୱବିଦ୍ୟାଳୟ ଛାତ୍ର ୟୁନିୟନ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୩ ଦଶନ୍ଧିରୁ ଅଧିକ ସମୟ ଧରି ଇସ୍ପାତ କାରଖାନା, କୋଲଇଣ୍ଡିଆ ଏବଂ ନାଲକୋ ଭଳି ବୃହତ ଶିଳ୍ପ ସଂସ୍ଥାର ନିର୍ଦ୍ଦେଶକ ଓ ଅଧ୍ୟକ୍ଷ ଭାବେ ନିଜର ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଆସିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *