ପରଲୋକରେ ଅଭିନେତ୍ରୀ ଡଲି ସୋହି

ପରଲୋକରେ ଅଭିନେତ୍ରୀ ଡଲି ସୋହି

ପରଲୋକରେ ଅଭିନେତ୍ରୀ ଡଲି ସୋହି । ହିଟଲର ଦିଦି’, ‘ଦେଓଁ କେ ଦେବ ମହାଦେବ’ ଭଳି ଅନେକ ହିଟ୍ ଟିଭି ସୋ’ରେ ସେ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଘର କରିଛନ୍ତି । ସେ ଗର୍ଭାଶୟ କର୍କଟ ( ସର୍ଭାଇକାଲ କ୍ୟାନ୍ସର) ସହ ଲଢ଼େଇ କରୁଥିଲେ। ମାତ୍ର ୪୮ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି । ସବୁଠୁ ବଡ ଦୁଃଖ ହେଉଛି ମାତ୍ର ୪୮ ଘଣ୍ଟା ପୂର୍ବରୁ ଅର୍ଥାତ୍ ଗୁରୁବାର ରାତିରେ ତାଙ୍କ ଭଉଣୀ ଅମନଦୀପ ସୋହିଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଆଜି ଭୋର ପାଖାପାଖି ୪ଟା ସମୟରେ ଡଲି ସୋହିଙ୍କର ନିଧନ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *