ସୁକନ୍ୟା ଯୋଜନାରେ ୮.୨% ସୁଧ….

ସୁକନ୍ୟା ଯୋଜନାରେ ୮.୨% ସୁଧ….

ଚଳିତ ବର୍ଷର ଏପ୍ରିଲ-ଜୁନ ସମସ୍ତ ସୁଧ ଅପରିବର୍ତ୍ତିତ ରଖାଯାଇଛି | ଏହି ୩ ମାସରେ ସଞ୍ଚୟ ଜମା ଉପରେ ୪ ପ୍ରତିଶତ,ବାର୍ଷିକୀୟା ମିଆଦୀ ଜମା ଉପରେ ୭.୫ ପ୍ରତିଶତ ,୫ ବର୍ଷୀୟା ରିକରିଙ୍ଗ ଜମା ଉପରେ ୬.୭ ପ୍ରତିଶତ ଓ ବରିଷ୍ଠ ନାଗରିକ ସଞ୍ଚୟ ସ୍କିମ ଉପରେ ୮.୨ ପ୍ରତିଶତ ସୁଧ ମିଳିବ | ସରକାର ପ୍ରତି ତ୍ରୋମାସିକ ଲାଗି ସ୍ୱଳ୍ପ ସଞ୍ଚୟ ସ୍କିମର ସୁଧ ଘୋଷଣା କରିଛନ୍ତି | ଶ୍ୟାମଳା ଗୋପୀନାଥ କମିଟି କରିଥିବା ସୁପାରିଶ ଆଧାରରେ ସୁଧ ହିସାବ କରାଯାଇଛି | ଶେଷ ଥର ପାଇଁ ଗତବର୍ଷ ଡିସେମ୍ବର ତ୍ରୋମାସିକରେ କେବଳ କିଛି ସ୍ୱଳ୍ପ ସ୍କିମ ଓ ଡାକଘର ଜମା ସ୍କିମ ସୁଧରେ ପରିବର୍ତନ କରାଯାଇଥିଲା |

author

Related Articles

Leave a Reply

Your email address will not be published. Required fields are marked *