ବଳ ଗୋଟାଉଛି କଂଗ୍ରେସ

ବଳ ଗୋଟାଉଛି କଂଗ୍ରେସ

ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି କଂଗ୍ରେସ । ବଢୁଛି କଂଗ୍ରେସ ବଳ । ଗତ ଦୁଇ ଦିନରେ ଦୁଇ ବିଜେପି ସାଂସଦ କଂଗ୍ରେସରେ ସାମିଲ ହୋଇଛନ୍ତି । ହିସାର ସାଂସଦ ବିଜେପି ଛାଡିବା ପରେ ଏବେ ରାଜସ୍ଥାନ ଚୁରୁରୁ ସାଂସଦ ଥିବା ରାହୁଲ କନସୱା ପଦ୍ମ ଛାଡି ହାତ ଧରିଛନ୍ତି । ବିଜେପିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେବା ପରେ ଦିଲ୍ଲୀରେ ରାହୁଲ କଂଗ୍ରେସରେ ସାମିଲ ହୋଇଛନ୍ତି । ରାହୁଲ କନସୱା ଦୁଇଥର ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *