ରାୟଗଡ଼ା ଜିଲ୍ଲା ୩୨୬ ନମ୍ବର ରାଜପଥ କୋଲନରା ଅଗ୍ନିଶମ ବିଭାଗ ଅଫିସ ନିକଟରେ ଏକ ମଦ ବୋଝେଇ ଟ୍ରକ ଓଲଟି ପଡିଛି ଫଳରେ ଟ୍ରକ ଡ୍ରାଇଭର ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ରୁ ମଦ ବୋଝେଇ କରି ରାୟଗଡ଼ା ଜିଲ୍ଲା ଦେବଦଳା ଗ୍ରାମ ପଞ୍ଚାୟତର ମଦ ନିଗମକୁ ଆସୁଥିବା ବେଳେ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ବାଇକ୍ ଏବଂ ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଘଟଣା ସ୍ଥଳରେ ଚାନ୍ଦିଲି ଥାନା ପୁଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଟ୍ରକ ଡ୍ରାଇଭର ସୁନୀଲ କୁମାର ପଟ୍ଟନାୟକ ମାଲିକ ସତ୍ୟନାରାୟଣ ଙ୍କୁ ରାୟଗଡ଼ା ମୂଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି ।
You can share this post!
author
Related Articles
ଦିବ୍ୟାଙ୍ଗ ମାନେ ପ୍ରମାଣପତ୍ର ପାଇଁ ପ୍ରତାରଣା
- September 16, 2024
ବଢୁଛି ବାଇକ ଚୋରଙ୍କ ଉତପାତ
- August 12, 2024