ରାଜଧାନୀରେ ଛାତ୍ର କଂଗ୍ରେସର ରଣହୁଙ୍କାର

ରାଜଧାନୀରେ ଛାତ୍ର କଂଗ୍ରେସର ରଣହୁଙ୍କାର

ରାଜଧାନୀରେ ଛାତ୍ର କଂଗ୍ରେସର ରଣ ହୁଙ୍କାର । ରାଜଧାନୀର ରାଜ ରାସ୍ତାରେ ଛାତ୍ରମାନଙ୍କ ବିଭିନ୍ନ ସମସ୍ୟା ନେଇ ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କଲେଜରେ ଶିକ୍ଷକ ଅଭାବ, ପରୀକ୍ଷାରେ ବିଭ୍ରାଟ ଭଳି ସମସ୍ୟାକୁ ନେଇ ଛାତ୍ର କଂଗ୍ରେସ ରାସ୍ତାକୁ ଓହ୍ଲାଇଛି । ରାଜମହଲ ଛକରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ବିରାଟ ରାଲି କରାଯାଉଛି । ଏହି ରାଲିରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସହିତ ତମାମ ଛାତ୍ରନେତାମାନେ ସାମିଲ ହେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *