ମେଣ୍ଟକୁ ନେଇ ଏପରି କହିଲେ ଅମିତ ଶାହା

ମେଣ୍ଟକୁ ନେଇ ଏପରି କହିଲେ ଅମିତ ଶାହା

ଓଡିଶାରେ ବିଜେଡି ଓ ବିଜେପି ମେଣ୍ଟକୁ ନେଇ ଭିନ୍ନ ଭିନ୍ନ କଥା ସାମ୍ନାକୁ ଆସୁଛି । କେତେବେଳେ ଜଣେ ନେତା ଏଭଳି କଥା କହୁଛନ୍ତି ତ ଆଉ ଜଣେ ଆଉ ଭଳିକି କଥା । ସସପେନ୍ସ ଏବେ ବି ଜାରି ରହିଛି । ଏପରି ସମୟରେ ବିଜେପିର ଚାଣକ୍ୟ ଅମିତ ଶାହା ଓଡିଶାରେ ମେଣ୍ଟ ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି । ଅମିତ ଶାହା କହିଛନ୍ତି, ମେଣ୍ଟ ସଂପର୍କରେ ସେ କୌଣସି କଥା କହି ପାରିବେ ନାହିଁ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇ ନାହାନ୍ତି କି ଓଡିଶାରେ ବିଜେପି କେମିତି ଆଗକୁ ବଢିବ ତାହା ମଧ୍ୟ ନିଷ୍ପତ୍ତି ହୋଇନାହିଁ । ତେବେ ପରିଣାମ ଯାହା ବି ହେଉ ବିଜେପି ଉଭୟ ଲୋକସଭା ଓ ବିଧାନସଭାରେ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ଶାହା ।

author

Related Articles

Leave a Reply

Your email address will not be published. Required fields are marked *